କୋଟପାଡ: କୋଟିଆରେ ଆନ୍ଧ୍ରର ନିର୍ବାଚନ ଘୋଷଣାକୁ ଉତ୍କଳ ସମ୍ମିଳନୀର ବିରୋଧ
Kotpad, Koraput | Oct 24, 2026 କୋଟିଆରେ ଆନ୍ଧ୍ର ସରକାରଙ୍କ ପଞ୍ଚାୟତ ନିର୍ବାଚନ ଘୋଷଣାକୁ ଉତ୍କଳ ସମ୍ମିଳନୀର କୋଟପାଡ଼ ଶାଖା ବିରୋଧ କରିଛି। ଏହା ସହ ଏନ୍ଏମ୍ଡିସି ପ୍ରକଳ୍ପରେ ନିଯୁକ୍ତି ଓ ପେରିଫେରିଆଲ୍ ଗ୍ରାଣ୍ଟ ନେଇ ଦାବି ଉପସ୍ଥାପନ କରିଛନ୍ତି ସମ୍ମିଳନୀର ସଦସ୍ୟ।