Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ଛତ୍ରପୁର: ରମ୍ଭା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୨ ଦିନିଆ ବାର୍ଷିକ କ୍ରୀଡା ଉଦଯାପିତ, ଯୋଗଦେଲେ ରମ୍ଭା ଥାନା ଅଧିକାରୀ ଓ କାର୍ଯ୍ଯ ନିର୍ବାହୀ ଅଧିକାରୀ

Chhatrapur, Ganjam | Nov 29, 2025
ରମ୍ଭା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭା ଗୃହ ପରିସରରେ ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଯାଇଛି। ଶନିବାର ଅପରାହ୍ନ ୨ ଘଣ୍ଟା ସମୟରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଧର ପ୍ରଧାନଙ୍କ ସଭାପତିତ୍ୱ ସହ ଅତିଥି ପରିଚୟ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥିଭାବେ ରମ୍ଭା ଥାନା ଆଇ ଆଇ ସି କୁମର ମୁଦୁଲି, ସମ୍ମାନିତ ଅତିଥି ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ପ୍ରମୁଖ ଉପସ୍ଥିତ ଥିଲେ।