ଆଜି ନଭେମ୍ୱର 26 ତାରିଖ ବୁଧବାର ପୁଣି ଏକ ସଫଳତା ମିଳିଛି ଧରୁଆ ଡିହି ପୋଲିସକୁ। ଓସ୍ତାଳି ନଦୀର ମଝପଡ଼ା ନିକଟରୁ ଗିରଫ କରିଛନ୍ତି ଜଣେ ବାଲି ଚୋରକୁ । ଜବତ କରିଛନ୍ତି ବାଲି ବୋଝେଇ ଟ୍ରାକ୍ଟର OD -23M-4 559 କୁ। ଆଜି ଅପରାହ୍ନ 4:30 ପାଖାପାଖି ସମୟରେ ଏହି ଚୋରାରେ ବାଲି ଚାଲାଣ କରୁଥିବା ଟ୍ରାକ୍ଟର ଓ ଏହାର ଚାଳକ ଧରପଡିଛନ୍ତି । ଗିରଫ ଚାଳକ ହେଲା ଅଜିତ୍ ମେହେର ଓ ତା ଘର ଅମସ ରଙ୍ଗା।