କାମାକ୍ଷାନଗର: ଭୁବନକୁ ଆସିବେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଭୁବନରେ ରବିବାର ୨ଟାରେ ବିଧାୟକ ଓ ଜିଲା ପ୍ରଶାସନ ତରଫରୁ ବିଭିନ୍ନ ଜାଗା ପରିଦର୍ଶନ
ଭୁବନକୁ ଆସିବେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଭୁବନରେ ରବିବାର ୨ଟାରେ ବିଧାୟକ ଓ ଜିଲା ପ୍ରଶାସନ ତରଫରୁ ବିଭିନ୍ନ ଜାଗା ପରିଦର୍ଶନ ।ଢେଙ୍କାନାଳ ଜିଲା ଭୁବନ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ନେଇ ରବିବାର ଭୁବନରେ ବିଭିନ୍ନ ଜାଗାକୁ ପରିଦର୍ଶନ କରିଛନ୍ତି ବିଧାୟକ ଶତ୍ରୁଘନ ଜେନା,ଜିଲାପାଳ, ଏସପିଙ୍କ ସମେତ ଅନ୍ୟମାନେ ।