କଟକ ପୌରାଞ୍ଚଳ: କଟକ: ଚାଉଳିଆଗଞ୍ଜ ପୋଲିସର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଫୁଟ୍ ପେଟ୍ରୋଲିଂ
କଟକ ସହରରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଏବଂ ଅପରାଧ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଚାଉଳିଆଗଞ୍ଜ ପୋଲିସ ପକ୍ଷରୁ ନିୟମିତ ଫୁଟ୍ ପେଟ୍ରୋଲିଂ ଆରମ୍ଭ କରାଯାଇଛି। ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷାର ଭରସା ବଢ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।