ଯାଜପୁର: ଉମାପଦା ସ୍ଥିତ କାର୍ଯ୍ୟାଳୟରେ ବିଧାୟକଙ୍କ ଅଭିଯୋଗ ଶୁଣାଣି,ବ୍ୟକ୍ତିଗତ ସମୂହ ଅଭିଯୋଗ କଲେ ଶୁଣାଣି
Jajapur, Jajpur | Oct 22, 2025 ଉମାପଦା ସ୍ଥିତ କାର୍ଯ୍ୟାଳୟରେ ବିଧାୟକଙ୍କ ଅଭିଯୋଗ ଶୁଣାଣି,ବ୍ୟକ୍ତିଗତ ସମୂହ ଅଭିଯୋଗ କଲେ ଶୁଣାଣି l ଗତ କିଛିଦିନ ହେବ କୋରେଇ ବ୍ଲକର ବିଭିନ୍ନ ପଂଚାୟତର ସମସ୍ୟା ଉପରେ ଗଣମାଧ୍ୟମରେ ପ୍ରକାଶ ପାଉଥୁଲା l ଏହାକୁ ଦୃଷ୍ଟରେ ରଖି ଆଜି ଉମାପଦା ସ୍ଥିତ କାର୍ଯ୍ୟାଳୟରେ ବିଧାୟକ ଆକାଶ ଦାସନାୟଙ୍କ ନିର୍ଦ୍ଦେଶ କ୍ରମେ ଏକ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି l ଏହି ଶିବିରରେ ବିଧାୟକ ଶ୍ରୀ ଦାସନାୟକ ଯୋଗଦେଇ ପଂଚାୟତ ବାସୀଙ୍କ ବ୍ୟକ୍ତିଗତ ଓ ସମୂହ ଅଭିଯୋଗ ଶୁଣିଥିଲେ l