ପରଜଙ୍ଗ: କେରଯୋଳି ଗୋପପୁର କେନାଲରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ସମ୍ପର୍କୀୟ
କେରଯୋଳି କେନାଲରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ସମ୍ପର୍କୀୟ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କେରଜୋଳି ପଞ୍ଚାୟତ କଲଦା ଗ୍ରାମର 62 ବର୍ଷୀୟ ବୃଦ୍ଧ ବ୍ରହ୍ମା ନନ୍ଦ ସାହୁଙ୍କ କେନାଲରେ ବୁଡି ମୃତ୍ୟୁ ଘଟିଛି। ସୂଚସନା ମୁତାବକ ଗତ କାଲି ସକାଳ ନଅ ଘଟିକା ସମୟରେ ଦଣ୍ଡାଧର ଡ୍ୟାମର ଡାହାଣ ପାର୍ଶ୍ଵ କେନାଲ କଲଦା କେନାଲ ଠାରେ ଗାଧଉ ଥିବା ସମୟରେ କେନାଲର ପାଣି ସ୍ରୋତ ପ୍ରଖର ଥିବାରୁ ଅସାବଧାନତା ସକାଶେ କେନାଲରେ ଗୋଡ଼ ଖସି ଯିବାରୁ ପାଣିରେ ଭାସି ଯାଇ ନିଖୋଜ ଥିଲେ। ଖବର ପାଇ ପରିବାର ଲୋକେ କେନାଲରେ ଅନେକ ଖୁଜା ଖୋଜି କରି ଥିଲେ କିନ୍ତୁ ପରିବାର ଲୋକେ ବ୍ରହ୍ମା ନ