ସୋର: କବିବର ରାଧାନାଥଙ୍କ ଜନ୍ମସ୍ଥାନକୁ ବରପୁତ୍ର ଗ୍ରାମ ଘୋଷଣା କରିବାକୁ ଦାବି
Soro, Balasore | Sep 20, 2026 ଉତ୍କଳ ସମ୍ମିଳନୀ ସୋର ଶାଖାର ବୈଠକରେ କବିବର ରାଧାନାଥ ରାୟଙ୍କ ଜନ୍ମସ୍ଥାନ କେଦାରପୁରକୁ ବରପୁତ୍ର ଗ୍ରାମ ଘୋଷଣା କରିବାର ପ୍ରସ୍ତାବ ଉଠାଯାଇଛି। ରାଜ୍ୟ ସରକାରଙ୍କ ଘୋଷଣା ତାଲିକାରେ ତାଙ୍କ ନାମ ନଥିବାକୁ ନେଇ ଆଲୋଚନା ହୋଇଛି।