ଯାଜପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦୀର୍ଘାୟୁ କାମନା କରି ମା ବିରଜଙ୍କ ମନ୍ଦିରେ ସେବାୟତଙ୍କ ଦୀପଦାନ
Jajapur, Jajpur | Sep 17, 2025 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦୀର୍ଘାୟୁ କାମନା କରି ମା ବିରଜଙ୍କ ମନ୍ଦିରେ ସେବାୟତଙ୍କ ଦୀପଦାନ l ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ 75 ତମ ଜନ୍ମ ଦିବସ । ଏହି ଅବସର ରେ ମାଆ ବିରଜା ତାଙ୍କୁ ଦୀର୍ଘାୟୁ କରିବା ସହ ନିରୋଗ ଓ ଯଶଶ୍ଵି କରିଥାନ୍ତୁ ବୋଲି କାମନା କରି ଯାଜପୁରର ଅଧିଷ୍ଠାତ୍ରୀ ଦେଵୀ ତଥା ଶକ୍ତିମୟୀ ମା ବିରଜାଙ୍କ ନିକଟରେ ଦୀପ ଦାନ କରି କାମନା କରିଛନ୍ତି ବିରଜା ମନ୍ଦିରର ବ୍ରାହ୍ମଣ ମାନେ,|