ସ୍ଥାନୀୟ ଭଇସା କଲେଜରେ ସୋମବାର ଖାଦ୍ୟ ମେଳା ଅନୁଷ୍ଠିତ ହେଉଛି ।ମଧ୍ୟାହ୍ନରେ ଜିଲ୍ଲା ସମୀକ୍ଷକ କ୍ଷମାନିଧି ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମେଳା କୁ ଉଦଘାଟନ କରିଥିଲେ ।ତିନି ଦିନ ଧରି ଚାଲିବାକୁ ଥିବା ଏହି ମେଲା ରେ କଲେଜ ଛାତ୍ରୀ ମାନେ ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କରିମେଳା ରେ ଲଗାଇଛନ୍ତି ।