କଟକରେ ପାଳିତ ହେଲା ଏକାଦଶ ତମ ବାର୍ଷିକ ଉତ୍ସବ ଓ ବିଶ୍ୱ ବରିଷ୍ଠ ନାଗରିକ ଦିବସ
କଟକ ଶିଖରପୁରଠାରେ ଶିଖରପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏକାଦଶ ତମ ବାର୍ଷିକ ଉତ୍ସବ ଓ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ଶୌଭିକ ବିଶ୍ଵାଳ ଯୋଗ ଦେଇଥିଲେ।