ଶିବୁଳାପସି ଗାଁରେ ଜଙ୍ଗଲୀ ଜନ୍ତୁଙ୍କ ପାଇଁ ଚାଷୀ ମଞ୍ଚାରେ ରହି ଧାନ ଫସଲ ଜଗୁଛନ୍ତି ମଙ୍ଗଳବାର ୭ଟାରେ ଚାଷୀ ଜମିରେ ରଖିଲେ ପ୍ରତିକ୍ରିୟା ।ଢେଙ୍କାନାଳ ଜିଲା କାମାକ୍ଷାନଗର ଶିବୁଳାପସି ଗାଁରେ ଧାନ ଫସଲକୁ ନଷ୍ଟ କରୁଛନ୍ତି ଜଙ୍ଗଲୀ ଜନ୍ତୁ ଏଥିରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଜମି ନିକଟରେ ଗଛ ଉପରେ ମଞ୍ଚା ଉପରେ ରହି ଫସଲ ଜଗୁଛନ୍ତି ।ମଙ୍ଗଳବାର ଏହା ଉପରେ ଚାଷୀ ରଖିଲେ ପ୍ରତିକ୍ରିୟା ।