ଲାଠୋର ଥାନା ସାହାଜପାଣି ଗ୍ରାମର ର ଅନିଲ ମେହେର ତାଙ୍କର ଜଣେ ସମ୍ପର୍କୀୟ ଙ୍କୁ ୨୦୨୧ ମସିହା ରେ ହତ୍ୟାକରି ଫେରାର ମାରିଥିଲେ। ଲାଠୋର ପୋଲିସ ମାମଲା ରୁଜୁକରି ଅଭିଯୁକ୍ତ କୁ ଖୋଜୁଥିଲି । କୋୖଣସି ସୁତ୍ର ରୁ ଖବର ପାଇଁ ଅଭିଯୁକ୍ତ ଅନିଲ ମେହେର ଙ୍କୁ ବଲାଙ୍ଗିର ଅଞ୍ଚଳରୁ ଘଟଣାର ୪ ବର୍ଷ ପରେ ଗିରଫ କରିଛି ।ଅଭିଯୁକ୍ତ ଅନିଳ କୁ ଶୁକ୍ରବାର ଅପରାହ୍ନ ୪ଟା ରେ କୋର୍ଟ ଚାଲାଣ କରିଛି ପୋଲିସ । ବ