ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରା ମାଳିପଡ଼ାସ୍ଥିତ ଏକ ଘରୁ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ l ମୃତ ନାବାଳକ ଜଣକ ନରେଶ ମେହେରଙ୍କ ପୁଅ ବିକି ମେହେର ବୋଲି ଜଣାପଡ଼ିଛି l ସୂଚନାରୁ ଅନୁଯାୟୀ, କିଛି ମାସ ହେବ ନାବାଳକ ବିକି ତାଙ୍କ ମାଆ ଓ ଭଉଣୀ ସହିତ ଗୁମାଡେରା ମାଳିପଡ଼ାସ୍ଥିତ ଏକ ଭଡ଼ା ଘରେ ରହୁଥିଲେ। ଆଜି ସୋମବାର ଅପରାହ୍ନ ପ୍ରାୟ ୩ ଟା ୩୦ ରେ ବିକି ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି l ଏନେଇ ବେଲପାହାଡ଼ ଥାନାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ବିକିଙ୍କ ଶବ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ପଦକ୍ଷେପ