ସୁକିନ୍ଦା: ଓଷଳା ଗ୍ରାମ ଦୁର୍ଗା ପୂଜାରେ ଯୋଗ ଦେଲେ ପ୍ରଣବ ପ୍ରକାଶ ଦାସ
Sukinda, Jajpur | Oct 19, 2026 କୋରେଇ ନିର୍ବାଚନ ମଣ୍ଡଳୀ ମକୁନ୍ଦପୁର ପଞ୍ଚାୟତ ଓଷଳା ଗ୍ରାମରେ ଚାଲିଥିବା ଶାରଦୀୟ ଦୁର୍ଗା ପୂଜାରେ ଯୋଗ ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ। ସେ ମାଆଙ୍କ ଆଶୀର୍ବାଦ ନେବା ସହ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି।