Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ନବରଙ୍ଗପୁର ପୋଲିସ ଷ୍ଟେସନ: ନବରଙ୍ଗପୁର ମହାବିଦ୍ୟାଳୟରେ ମଣ୍ଡେଇ ମହୋତ୍ସବ ୨୦୨୫ ଉପଲକ୍ଷେ ପ୍ରବନ୍ଧ ଆଲୋଚନା ଚକ୍ର ଅନୁଷ୍ଠିତ

ନବରଙ୍ଗପୁର ମହାବିଦ୍ୟାଳୟରେ ମଣ୍ଡେଇ ମହୋତ୍ସବ ୨୦୨୫ ଉପଲକ୍ଷେ ପ୍ରବନ୍ଧ ଆଲୋଚନା ଚକ୍ର ଅନୁଷ୍ଠିତ ସ୍ଥାନୀୟ ନବରଙ୍ଗପୁର ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ମଣ୍ଡେଇ ମହୋତ୍ସବ -୨୦୨୫ ସ୍ମରଣିକା ଉପଲକ୍ଷେ ଏକ ପ୍ରବନ୍ଧ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଆଲୋଚନାଚକ୍ର କୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଅଧ୍ୟକ୍ଷ ସ୍ମରଣିକା କମିଟି ବିରଞ୍ଚି ନାରାୟଣ ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଭୁ ଜଗନ୍ନାଥ ଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ।