ପାଟଣାଗଡ: ବଥର୍ଲା ଚୈତନ୍ୟ ପାଣିଗ୍ରାହୀ ହାଇସ୍କୁଲରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ପାଟଣାଗଡ଼ ବ୍ଲକ ବଥର୍ଲା ଚୈତନ୍ୟ ପାଣିଗ୍ରାହୀ ହାଇସ୍କୁଲରେ ପାଟଣାଗଡ଼ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନ ରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ର ୧୭ଟି କ୍ଲଷ୍ଟର ର ୫୨୦ଜଣ କୃତି ଛାତ୍ରଛାତ୍ରୀ ଯୋଗ ଦେଇଥିବା ବ୍ଲକ ସ୍ତରୀୟବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଳ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟିତ ପ୍ରତିଭା କୁ ସାମ୍ନା କୁ ଆଣିବା ପାଇଁ ଏହା ସରକାର ଙ୍କ ଏକ ପ୍ରୟାସ ହୋଇଥିବା ବେଳେ ଏଠାରୁ କୃତୀ ହାସଲ କରିଥିବା ପ୍ରତିଯୋଗୀ ଜିଲ୍ଲା ଉତ୍ସବ ରେ ଭାଗ ନେବେ