ଆଜି ବୋର୍ଡ଼ା ର ଜନତା ସରକାରୀ ଉଚ୍ଚ ବିଦ୍ୟାଲୟ ର ୬୩ତମ୍ ବାର୍ଷିକ୍ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ୍ ଦେଇଥିଲି । ଇ ଉତ୍ସବ୍ ଅବସରରେ ଆୟୋଜିତ୍ ଶିଶୁ ଚିତ୍ରକଲା ପ୍ରଦର୍ଶନୀ ରେ ଛାତ୍ର ଛାତ୍ରୀ ମାନେ ବନେଇ ଥିବାର୍ ସୁନ୍ଦର୍ ସୁନ୍ଦର୍ ଚିତ୍ର ମାନେ ଦେଖି ବହୁତ୍ ଖୁସି ଲାଗଲା। ଆମନ୍ତ୍ରଣ୍ କରିଥିବାର୍ ଲାଗି ସ୍କୁଲ୍ କମିଟି, ଶିକ୍ଷକ୍ ଶିକ୍ଷୟିତ୍ରୀ ଆଉ ଛାତ୍ରଛାତ୍ରୀମାନକେ ହୃଦୟରୁ ଧନ୍ୟବାଦ୍। ଛାତ୍ର ଛାତ୍ରୀ ମାନକର୍ ଉଜ୍ଜଲ୍ ଭବିଷ୍ୟତ୍ ଲାଗି ମୋର୍ ଶୁଭକାମନା । #