ଅନୁଗୋଳ: ଗଡସନ୍ତ୍ରି ଗ୍ରାମରେ ମା' ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରାରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଯଯାତୀ ପଟ୍ଟନାୟକ
Anugul, Angul | Nov 5, 2025 ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରି ଗ୍ରାମରେ ଆଜି ଠାରୁ ମା' ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଆରମ୍ଭ ହେଉଛି। ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ମାନସିକ ଧାରୀ ମାନେ ଛୋଟ ଛୁଆଙ୍କର ଚୁଟି ମୁଣ୍ଡନ କରିଥାନ୍ତି। ବିଭିନ୍ନ ଅଞ୍ଚଳରୁ ମାନସିକ ଧାରୀ ମାନେ ଆସିଛନ୍ତି।