କଣ୍ଟାମାଳ: କଣ୍ଟାମାଳ ଅଞ୍ଚଳରେ କୁଖ୍ୟାତ ଡକାୟତ ଗିରଫ: ଘଣ୍ଟାପଡା ପୋଲିସକୁ ବଡ ସଫଳତା
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ଲୁଟ୍ପାଟ୍ କରୁଥିବା ଜଣେ କୁଖ୍ୟାତ ଡକାୟତକୁ ଗିରଫ କରିଛି ଘଣ୍ଟାପଡା ପୋଲିସ। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ଆହୁରି କିଏ ସମ୍ପୃକ୍ତ ଅଛି ସେନେଇ ତଦନ୍ତ ଜାରି ରହିଛି।