Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur

ଦେବଗଡ: ସିଙ୍ଗୁରୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର, ୨ ଜଣ ଆହତ

ବାରକୋଟ ଥାନା ସିଙ୍ଗୁରୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଏବଂ ଅନ୍ୟ ୨ ଜଣ ଯୁବକ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ଥିବା ଯୁବକ ସିଙ୍ଗୁରୀ ଗ୍ରାମର ଦୀପକ ବାରିକ (୨୮) ବୋଲି ଜଣାପଡିଛି । ଦୀପକ ସେହି ଗ୍ରାମର ଅନ୍ୟ ୨ ଜଣ ଯୁବକଙ୍କ ସହିତ ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ବାଇକ ସହିତ ରାସ୍ତାରେ ଛିଟିକି ପଡିବାରୁ ଦୀପକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କ ସହିତ ବାଇକରେ ଥିବା ଅନ୍ୟ ୨ ଜଣ ଆହତ ହୋଇଥିଲେ ।

MORE NEWS

ଦେବଗଡ: ସିଙ୍ଗୁରୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର, ୨ ଜଣ ଆହତ - Debagarh News