ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଜମନକିରା ଠାରେ ଥିବା ଗୁଡ଼ ସମରିଟନ ଇଙ୍ଗ୍ରାଜି ସ୍କୁଲର ୨୬ ତମ ବାର୍ଷିକ ଉତ୍ସବ ସୋମବାର ଦିନ ସମାରୋହରେ ପାଳିତ ହୋଇଯାଇଛି। ପ୍ରିନସିପାଲ ସୁଶ୍ରୀ କାନ୍ତିଲତା ପଟେଲ ଙ୍କ ଅଧ୍ୟକ୍ଷତା ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର ସେଠି ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥିଭାବେ ଜମନକିରା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ଦେବକୀ ନାଏକ ଓ SMC ସଭାପତି ପ୍ରସନ୍ନ କୁମାର ଯୋଗ ଦେଇଥିଲେ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ମାର୍ଗ ଦର୍ଶକ କରିଥିଲେ।