Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ବରଗଡ: ଗୁରୁଦ୍ୱାରା ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା,ଆହତଙ୍କୁ ଚିକିତ୍ସାଳୟ ପହଞ୍ଚାଇଲେ ଜିଲ୍ଲା ସମାଜସେବୀ ସଂଘ

MORE NEWS

#ପୁଣି_ତେରଛା_ବାଣ_ମାରିଲେ_ସମୀର 
ପୁଣି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସମୀର ଦାଶଙ୍କ ତେରଛା ବାଣ। ସାରା ରାଜ୍ୟରେ ବିକାଶର ଧାରା ଜାରି ରହିଥିବା ବେଳେ ନିମାପଡାରେ ବିକାଶ ହରିଲୁଟ ହେଉଥିବା ଅଭିଯୋଗ ଆଣିଛନ୍ତି ସମୀର। ବାଲି ଲୁଟ ଅଭିଯୋଗ ପରେ ଜିଲା ପ୍ରଶାସନ ଓ ଖଣି ଅଧିକାରୀଙ୍କ ଚଢ଼ାଉ ଏବଂ ତାପରେ ଖଣି ଅଧିକାରୀଙ୍କ ବଦଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମୀର। ଏଥିସହ ପଂଚାୟତ ନିର୍ବାଚନ ପାଇଁ ଲଢେଇ ଜାରି ରଖିବାକୁ ସେ ସମର୍ଥକଙ୍କୁ ଆହ୍ବାନ ଦେଇଛନ୍ତି।

#ପୁଣି_ତେରଛା_ବାଣ_ମାରିଲେ_ସମୀର ପୁଣି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସମୀର ଦାଶଙ୍କ ତେରଛା ବାଣ। ସାରା ରାଜ୍ୟରେ ବିକାଶର ଧାରା ଜାରି ରହିଥିବା ବେଳେ ନିମାପଡାରେ ବିକାଶ ହରିଲୁଟ ହେଉଥିବା ଅଭିଯୋଗ ଆଣିଛନ୍ତି ସମୀର। ବାଲି ଲୁଟ ଅଭିଯୋଗ ପରେ ଜିଲା ପ୍ରଶାସନ ଓ ଖଣି ଅଧିକାରୀଙ୍କ ଚଢ଼ାଉ ଏବଂ ତାପରେ ଖଣି ଅଧିକାରୀଙ୍କ ବଦଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମୀର। ଏଥିସହ ପଂଚାୟତ ନିର୍ବାଚନ ପାଇଁ ଲଢେଇ ଜାରି ରଖିବାକୁ ସେ ସମର୍ଥକଙ୍କୁ ଆହ୍ବାନ ଦେଇଛନ୍ତି।

Bargarh, Bargarh (Baragarh) | Jun 27, 2026

ରାତିଅଧରେ ଡାକ୍ତର ଓ ରୋଗୀଙ୍କ ସଂପର୍କୀୟ ମେଡିକାଲ ପରିସରରେ ମୁହାଁମୁହିଁ। ରୋଗୀ ଡାକ୍ତର ଆଡ଼ମିଶନ କରୁନଥିବାର ଅଭିଯୋଗ ଆଣି ରୋଗୀକୁ ଧରି ମେଡିକାଲ ଆଗରେ ବସିରହିଲେ ପରିବାର ଲୋକେ।

ରାତିଅଧରେ ଡାକ୍ତର ଓ ରୋଗୀଙ୍କ ସଂପର୍କୀୟ ମେଡିକାଲ ପରିସରରେ ମୁହାଁମୁହିଁ। ରୋଗୀ ଡାକ୍ତର ଆଡ଼ମିଶନ କରୁନଥିବାର ଅଭିଯୋଗ ଆଣି ରୋଗୀକୁ ଧରି ମେଡିକାଲ ଆଗରେ ବସିରହିଲେ ପରିବାର ଲୋକେ।

Bargarh, Bargarh (Baragarh) | Jun 27, 2026

ବରଗଡ: ଗୁରୁଦ୍ୱାରା ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା,ଆହତଙ୍କୁ ଚିକିତ୍ସାଳୟ ପହଞ୍ଚାଇଲେ ଜିଲ୍ଲା ସମାଜସେବୀ ସଂଘ - Bargarh News