Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra

ଜଟଣୀ: କୁଦିଆରୀରେ ଜଟଣୀ ଗଣେଶ ମହୋତ୍ସବ ପ୍ରସ୍ତୁତି ସମ୍ପର୍କରେ ସୁଦର୍ଶନ ଓ ସଂଗ୍ରାମ ରଖିଲେ ପ୍ରତିକ୍ରିୟା

Jatani, Khordha | Aug 13, 2025
ଜଟଣୀ କୁଦିଆରୀ ଠାରେ ଜଟଣୀ ବ୍ୟବସାୟୀ ମହାସଂଘ ତରଫରୁ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ଜଟଣୀ ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ ଓ ଜଟଣୀ ଗଣେଶ ମହୋତ୍ସବ ଭସାଣି କମିଟି ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ ଆଜି ଅପରାହ୍ନ 4 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଛନ୍ତି |