ଆସିକା: ଜଗଦଳପୁର, ମହାରାଜପୁର ବାତ୍ୟା ଆଶ୍ରୟ ସ୍ଥଳୀ ସମେତ ଚିହ୍ନଟ ବନ୍ୟା ପ୍ରବଣ ବିଭିନ୍ନ ସ୍ଥାନ ବୁଲି ଦେଖିଲେ ଅତିରିକ୍ତ ଏସପି
Asika, Ganjam | Oct 29, 2025 ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗ୍ରସ୍ତ କରିଛନ୍ତି ଅତିରକ୍ତ ଜିଲ୍ଲା ଅରକ୍ଷୀ ଅଧିକ୍ଷକ l ସେ ଜଗଦଳପୁର ଏବଂ ମହାରାଜପୁର ଠାରେ ଥିବା ଦୁଇ ବହୁ ମୁଖି ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଥିଲେ l ଋଷୁକୂଲ୍ୟା ଏବଂ ବଡ଼ନଦୀ ର ବିଭିନ୍ନ ସ୍ଥାନ ବୁଲିବା ସହ ବନ୍ୟା ଅଞ୍ଚଳ ଭାବେ ଚିହ୍ନଟ ସ୍ଥାନ ଗୁଡିକ ବୁଲିଦେଖିବା ସହିତ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ l ଏହି ଗ୍ରସ୍ତ ସମୟରେ ଆସିକା ଏସ୍ଡ଼ିପିଓ ସନ୍ତୋଷ କୁମାର ଜେନା,ଥାନା ଅଧିକାରୀ କୁଳମଣି ସେଠି ଙ୍କ ସମେତ ବହୁ ପୋଲିସ କର୍ମଚାରୀ ଏବଂ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ l