ବେତନଟୀପୁଲିସ ପେଟ୍ରୋଲିଂ ଟିମ ଶନିବାର ରାତି ପେଟ୍ରୋଲିଂ କରୁଥିବା ବେଳେ ତୁଳସୀଚଉରା ଠାରେ ଚଢାଉକରି ଚୋରା ଦେଶିମଦ ଜବତ କରିବା ସହିତ ଶନିବାର ରାତି ସାଢେ ଏଗାରଟାରେ ମାମଲା ରୁଜୁକରି ଏହି ବେଆଇନ କାରବାରରେ ଜଡିତ ଜଣକୁ ଗିରଫ କରାଯାଈଛି l ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ତୁଳସୀଚଉରା ଗ୍ରାମର ଡାକ୍ତର ସିଂର ସ୍ତ୍ରୀ ରଇବାରି ସିଂ l ସୂଚନା ମୁତାବକ ବେତନଟୀ ପୁଲିସ ପେଟ୍ରୋଲିଂ ଟିମ ଶନିବାର ରାତି ପେଟ୍ରୋଲିଂ କରୁଥିବାବେଳେ ଚଢାଉ କରିଥିଲା l