କାମାକ୍ଷାନଗର ସାରଂଗଧର ଷ୍ଟାଡିୟମରେ ଶନିବାର ୧୨ଟାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ ।ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଂଗଧର ଷ୍ଟାଡିୟମରେ ଶନିବାର କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଉପଜିଲ୍ଲାପାଳ ଦିନମଣି ନାଏକ,ଏସ୍ଡିପିଓ ରଜନୀକାନ୍ତ ସାମଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।