କୋରାପୁଟ ସହର: ସେମିଳିଗୁଡା ବାସଭବନରେ ନୁତନ ଜିଲ୍ଲା କଂଗ୍ରେସ ସଭାପତିପଙ୍କୁ ଶୁଭେଚ୍ଛା ଜଣାଇଲେ ପଟାଙ୍ଗି ବିଧାୟକ
କୋରାପୁଟ ଜିଲ୍ଲା ନୁତନ ସଭାପତି ରୁପକ ତୁରୁକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ। ଆଜି ଅପରାହ୍ନ ୪ଟା ସମୟରେ ସେମିଳିଗୁଡା ବାସଭବନରେ ଶୁଭେଚ୍ଛା ଜଣାଇଛନ୍ତି ପଟାଙ୍ଗି ବିଧାୟକ। ଜଣେ ଯୁବ ନେତୃତ୍ବକୁ ଜିଲ୍ଲା କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବାକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ଦିନର କାର୍ଯ୍ୟପନ୍ଥାକୁ ନେଇ ଶୁଭକାମନା ଜଣାଇଛନ୍ତି ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ।