ବଲାଙ୍ଗୀର: ଯୋଗୀସୁରଡାରେ ଅଜଣା ସାପ କାମୁଡ଼ାରେ ମହିଳା ଆକ୍ରାନ୍ତ, ଭୀମ ଭୋଇ ମେଡିକାଲରେ ଭର୍ତ୍ତି
ଯୋଗୀସୁରଡାରେ ଅଜଣା ସାପ କାମୁଡ଼ାରେ ମହିଳା ଆକ୍ରାନ୍ତ, ଭୀମ ଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗିର ଜିଲ୍ଲାର ଯୋଗୀସୁରଡା ଗ୍ରାମରେ ଜଣେ ମହିଳା ଅଜଣା ଶାପ କାମୁଡ଼ାରେ ଆକ୍ରାନ୍ତ ହୋଇପଡିଛନ୍ତି। ଆକ୍ରାନ୍ତା ମହିଳାଙ୍କ ପରିଚୟ କୁମୁଦିନୀ ଭୋଇ ବୋଲି ମିଳିଛି। ତାଙ୍କ ରୋସେଇଘରରେ କାମ କରୁଥିବା ବେଳେ ଏକ ଅଜଣା ସାପ ତାଙ୍କୁ କାମୁଡ଼ି ଦେଇଥିବା ଜଣାପଡ଼ିଛି। ଘଟଣା ପରେ ଶାପଟି କେଉଁଠିକୁ ଚାଲିଗଲା ବୋଲି ପରିବର ଲେକେ କହିଚନ୍ତି, କିନ୍ତୁ ପରିବାର ଲୋକେ ସତର୍କ ହୋଇ ତାଙ୍କୁ ତୁରନ୍ତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ଆଜି ରତି ୯ଟା ସମୟରେ ଆଣି ଭର୍ତ୍ତି କରିଛନ୍ତି।