କୋରାପୁଟ: ଦାମନଯୋଡ଼ିରେ ରାମଚନ୍ଦ୍ର ଖୁଣ୍ଟିଆ ଓ ବିଧାୟକ ରାମଚନ୍ଦ୍ର କାଡାମଙ୍କ ମଧ୍ୟରେ ଆଲୋଚନା
ଦାମନଯୋଡ଼ି ଗସ୍ତ ଅବସରରେ ଆଇଏନ୍ଟିୟୁସି ନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ସ୍ୱାଗତ କଲେ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ। ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା, ଅଧିକାର ଓ ସାଙ୍ଗଠନିକ ପ୍ରସଙ୍ଗ ନେଇ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା।