କାମାକ୍ଷାନଗର: ବସୋଇ - ବାରିହାପୁର ଗ୍ରାମ୍ୟ ରାସ୍ତାରେ ଗୁରୁବାର ୧ଟା ୩୦ ବେଳକୁ ଚୋରା ଦେଶୀମଦ ଚାଲାଣ କରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର
ବସୋଇ - ବାରିହାପୁର ଗ୍ରାମ୍ୟ ରାସ୍ତାରେ ଗୁରୁବାର ୧ଟା ୩୦ ବେଳକୁ ଚୋରା ଦେଶୀମଦ ଚାଲାଣ କରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର lଚୋରାରେ ମଦ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଗୋଡ଼ାଇଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିଲା କାର ଚାଳକ lପ୍ରାୟ ୫୦୦ ଲିଟର ଦେଶୀ ମଦ ସମେତ କାର କୁ ଜବତ କଲା ଅବକାରୀ ବିଭାଗ l ଚାଳକ ଫେରାର ।