ସୋର: ବାଲେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଉତ୍ସବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
Soro, Balasore | Sep 29, 2026 ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଠାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଉତ୍ସବ ଅବସରରେ 'ସେବା ସପ୍ତାହ' ପାଳିତ ହୋଇଛି। ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ମାଧ୍ୟମରେ ଆରଆଇ କାର୍ଯ୍ୟାଳୟ ଓ ଥାନା ପରିସରରେ ବୃକ୍ଷରୋପଣ କରାଯାଇଛି।