ବିରିଡି: ବିରିଡ଼ି ସଢ଼େଇ ଶାସନରେ ବିଧାୟକ ଓ ସରପଞ୍ଚଙ୍କ ସହ ଗଣେଶ ପୂଜା ମଣ୍ଡପ ବୁଲିବା ଅଂଶଗ୍ରହଣ
ବିରିଡ଼ି ବ୍ଲକ ସଢ଼େଇ ଶାସନ ଗ୍ରାମପଂଚାୟତରେ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ, ସରପଞ୍ଚ ତପତି ତପଶ୍ୱନୀ ଭୂୟାଁ ଓ ଅନ୍ୟମାନେ ଗଣେଶ ପୂଜା ମଣ୍ଡପ ବୁଲିବାରେ ଅଂଶଗ୍ରହଣ କରିଥିଲେ। ସଢ଼େଇଶାସନ ଫ୍ରେଣ୍ଡସ କ୍ଲବର କର୍ମକର୍ତା ମାନେ ବିଧାୟକ ଓ ସରପଞ୍ଚଙ୍କୁ ସମ୍ଭର୍ଦ୍ଧିତ କରିଥିଲେ।