ବଡସାହି: ଯଦୁନାଥପୁର, ଅସ୍ତଝରଣ, ରାଉତରାପୁର ଓ ମଧୁପୁର ଠାରେ ଚୋରଦେଶୀମଦ କାରଖାନା ଉପରେ ଅବକାରୀ ବିଭାଗର ମିଳିତ ଚଢାଉ, ମହୁଲପୋଚ ଓ ରନ୍ଧାମଦ ନଷ୍ଟ
ବଡସାହି ଥାନା ଅଧୀନ ଯଦୁନାଥପୁର, ଅସ୍ତଝରଣ, ରାଉତରାପୁର ଏବଂ ମଧୁପୁର ଇଲାକାରେ ଚାଲିଥିବା ଚୋରା ଦେଶମଦ କାରଖାନା ଉପରେ ରବିବାର ଅପରାହ୍ନ ତିନିଟାରେ ମିଳିତଭାବେ ଚଢାଉ କରାଯାଇ ବିପୁଳ ପରିମାଣର ମହୁଲପୋଚ ଏବଂ ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଜବତ ପୂର୍ବକ ନଷ୍ଟ କଲା ଅବକାରୀ ବିଭାଗର ମିଳିତ ଟିମ l ଯଦୁନାଥପୁର, ଅସ୍ତଝରଣ, ରାଉତରାପୁର ଏବଂ ମଧୁପୁର ଇଲାକାରେ ଚୋରା ଦେଶମଦ କାରଖାନାରେ ଚଢାଉ ହୋଇଥିଲା l