Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ତଲସରା: ମହାବୀର ଛକ ନିକଟସ୍ଥ ପଡ଼ିଆରେ ଗୋଟିଏ ଓଟ ର ଅସ୍ବାଭାବିକ ମୃତ୍ୟୁ

Talasara, Sundargarh | Nov 2, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ମହାବୀର ଛକ ନିକଟସ୍ଥ ପଡ଼ିଆରେ ତିନୋଟି ଓଟ ରଖି ଉତ୍ତରପ୍ରଦେଶର ବନାରସ ର ବାସିନ୍ଦା ସାଜନ ନାମକ ଯୁବକ ପରିବାର ପ୍ରତିପୋଷଣ କରୁଥିଲେ। ତେବେ ଏହି ତିନୋଟି ଓଟ ମଧ୍ୟରୁ ଗୋଟିଏ ଓଟ ର ଅସ୍ବାଭାବିକ ମୃତ୍ୟୁ ଘଟିଛି। ଘଟଣା ବିଷୟରେ ବଡ଼ଗାଁ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

MORE NEWS