ପରଜଙ୍ଗ: ଦଶିପୁର ଶିବ ମନ୍ଦିର ରବିବାର ୧୧ଟାରେ ସ୍ୱଚ୍ଛ ଉତ୍ସବ ଅନୁଷ୍ଠିତ ଉପସ୍ଥିତ ରହିଲେ ସରପଞ୍ଚ ସୁଧୀର ପାଳ
ଦଶିପୁର ଶିବ ମନ୍ଦିର ରବିବାର ୧୧ଟାରେ ସ୍ୱଚ୍ଛ ଉତ୍ସବ ଅନୁଷ୍ଠିତ ଉପସ୍ଥିତ ରହିଲେ ସରପଞ୍ଚ ସୁଧୀର ପାଳ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର ଶିବ ମନ୍ଦିର ଠାରେ ରବିବାର ସ୍ୱଚ୍ଛତା ପକ୍ଷ ପାଳିତ ।ଏଠାରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଉପସ୍ଥିତ ରହିଲେ ଦଶୀପୁର ସରପଞ୍ଚ ସୁଧୀର ପାଳ ।ଏଠାରେ ମନ୍ଦିର ପରିବେଶକୁ ସ୍ୱଚ୍ଛ କରିଥିଲେ ଉପସ୍ଥିତ ଥିବା ଲୋକମାନେ। ଏଠାରେ ପୂର୍ବତନ ସରପଞ୍ଚ ଦିବ୍ୟସିଂହ ଦେହୁରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।