ବାଲେଶ୍ୱର ଜିଲ୍ଲାକୁ ଚୋରା ଦେଶୀ ମଦ ଚାଲାଣ କରୁଥିବା ସମୟରେ ମୋରଡା ପୁଲିସ ପକ୍ଷରୁ ଚିତ୍ରଡା କଲୋନୀସାହି ଠାରେ ଗୁରୁବାର ଚଢ଼ାଉକରି ଚୋରା ଦେଶିମଦ ବୋଝେଇ ବ୍ୟାଟେରୀ ଅଟୋ ଜବତ ସମେତ ଏହି ବେଆଇନ କାରବାରେ ଜଡିତ ଦୁଇଜଣଙ୍କୁ ଗିରଫ କରି ଗୁରୁବାର ଅପରାହ୍ନ ପାଞ୍ଚଟାରେ କୋର୍ଟଚାଲାଣ କରିଛି ପୁଲିସ l ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଅଟୋ ଚାଳକ ଶେଖ ସରିଫ ଏବଂ ସହଯୋଗୀ ହରିଶଙ୍କର ପ୍ରଧାନ l