ଜୁନାଗଡ: ଗୋଲାମୁଣ୍ଡା ସର୍ବମଙ୍ଗଳା କଲେଜ ପରିସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ପାଳନ ଅବସରରେ କଳାହାଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଜୁନିଅର ରକ୍ଷକ ମାନଙ୍କ ପାଇଁ ଏକ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ତଥା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ପଶ୍ଚିମ ପ୍ରାନ୍ତ କମିଶନର ପ୍ରତାପ କିଶୋର ପଣ୍ଡାଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଅଛି।