ବିଜେଡି ନେତା ବାବୁଲି ଦୀକ୍ଷିତଙ୍କୁ ଆକ୍ରମଣ ଘଟଣାକୁ ନେଇ ବିଜେଡି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ପରେ ବିଜେପିର ଶନିବାର ପୂର୍ବାହ୍ନରେ ଘଣ୍ଟେଶ୍ୱର ବଜ଼ାରରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାପତି ମିତ୍ରଭାନୁ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ବିଜେଡି ନେତା ବାବୁଲି ଦୀକ୍ଷତଙ୍କ ଆକ୍ରମଣ ଘଟଣାକୁ ରାଜନୌତିକ ରୂପ ଦିଆଯାଉଛି।