ବିରିଡି: ବାଲିକୁଦାର ସିଙ୍ଗିରି ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ବିଧାୟକ ସାରଦା ଜେନାଙ୍କର ଅଂଶଗ୍ରହଣ
ଜଗତସିଂହପୁର ବାଲିକୁଦା ବ୍ଲକର ସିଙ୍ଗିରି ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଛି। ବିଧାୟକ ସାରଦା ପ୍ରସାଦ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ଜନ୍ମ ଦିବସ ଓ ସ୍ମୃତି ଦିବସରେ ଗଛ ଲଗାଇବା ପାଇଁ ଆହ୍ୱାନ କରିଛନ୍ତି।