ଅମ୍ବାଭୋନା: ଲଖନପୁର ସାର୍ବଜନୀନ କାଲିପୁଜାରେ ଆଜି ମୀନାବଜାର ଏବଂ ଫାଷ୍ଟଫୁଡ ଷ୍ଟଲ ରେ ପ୍ରବଲ ଦର୍ଶକ ଙ୍କ ଭିଡ, ଦେଖନ୍ତୁ ଦର୍ଶକ ଙ୍କ ମତାମତ
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ର 41 ତମ ସାର୍ବଜନୀନ କାଲିପୂଜା ରେ ଆଜି ସଂନ୍ଧ୍ଯା 7 PM ରେ ମୀନାବଜାର ଏବଂ ଫାଷ୍ଟଫୁଡ ଷ୍ଟଲ ରେ ପ୍ରବଲ ଦର୍ଶକ ଙ୍କ ଭିଡ ପରିଲକ୍ଷିତ ହୋଇଛି । ଦୂରଦୁରାନ୍ତରୁ ଦର୍ଶକ ଆସୁଥିବାରୁ ପ୍ରବଲ ଭିଡ ହୋଇଚି । ଦେଖନ୍ତୁ ଆଜିର କିଛି ଦର୍ଶକ ଙ୍କ ମତାମତ