ସୋର: ସୋର ବ୍ଲକରେ ଜଳବନ୍ଦୀ ସମସ୍ୟା: କେଶରୀପୁରରେ ନଦୀ ବନ୍ଧ ଭାଙ୍ଗି ପାଣିରେ ବୁଡ଼ିଲା ଗାଁ
Soro, Balasore | Sep 26, 2026 ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ଲଗାଣ ବର୍ଷା ଓ ସାଳନ୍ଦୀ ନଦୀ କେନାଲ ବନ୍ଧ ଭାଙ୍ଗିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। କୁଶଗଢ଼ିଆ ଗାଁରେ ୨୦ଟି ଘର ଜଳମଗ୍ନ ହୋଇଥିବା ବେଳେ ୩ଟି ବ୍ଲକରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଗତ ଦୁଇ ଦିନ ଧରି ରାସ୍ତାଘାଟ ପାଣିରେ ବୁଡ଼ି ରହିଛି।