Public App Logo
Jansamasya
News
Maharashtra
Bjp
National
Police
Bihar
India
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Aap

ଦେବଗଡ: ବାରକୋଟ ଓ ରିଆମାଳ ତହସିଲରେ ଶୁଭାରମ୍ଭ ହେଲା ଉପ-ନିବନ୍ଧକ କାର୍ଯ୍ୟାଳୟ

ଦେବଗଡ ଜିଲ୍ଲାର ବାରକୋଟ ଓ ରିଆମାଳ ତହସିଲରେ ଉପନିବନ୍ଧକ କାର୍ଯ୍ୟାଳୟ ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୪୪ ଟି ଉପନିବନ୍ଧକ କାର୍ଯ୍ୟାଳୟ ଶନିବାର ଶୁଭାରମ୍ଭ ହୋଇଛି । ସେଥି ମଧ୍ୟରୁ ଦେବଗଡ଼ ଜିଲ୍ଲାରେ ଦୁଇଟି ବାରକୋଟ ଓ ରିଆମାଳ ତହସିଲରେ ଶୁଭାରମ୍ଭ ହୋଇଛି । ଏହା ଦ୍ଵାରା ଜନ ସାଧାରଣ ନିଜ ତହସିଲ ଅଞ୍ଚଳରେ ହିଁ ଜମି କିଣା ବିକା କରିବାର ସମସ୍ତ ସୁବିଧା ପାଇପାରିବେ । ପ୍ଲଟ ବୁକିଂପାଇଁ ଲୋକେ ଘରେ ବସି ଆବେଦନ କରି ପାରିବେ। ଜମି କିଣା ବିକା କ୍ଷେତ୍ରରେ ଶୃଙ୍ଖଳିତ ଭାବେ କିଣି ପାରିବେ ।

MORE NEWS