ଦେବଗଡ: ଦେବଗଡ଼ରେ ହେବ 140 କୋଟିର ଷ୍ଟିଲ୍ ପ୍ରକଳ୍ପ: ମିଳିଲା ମଞ୍ଜୁରୀ
ଦେବଗଡ଼ ଜିଲ୍ଲାରେ ଏସ୍ ପି ଏସ୍ ଅରିହନ୍ତ ଷ୍ଟିଲ୍ ପକ୍ଷରୁ 140 କୋଟି ଟଙ୍କାର ପ୍ରକଳ୍ପ ସ୍ଥାପନ ହେବ। ରାଜ୍ୟ ସରକାରଙ୍କ ସିଙ୍ଗଲ ୱିଣ୍ଡୋ କମିଟି ଏହାକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପ ଦ୍ୱାରା 595 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।