ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡା ପଲା ରେ ଚାଲି ଥିବା କ୍ରିକେଟ ଟୁଣ୍ଟାମେଣ୍ଟ ମଙ୍ଗଳବାର ଅପରାହ୍ନ ରେ ଉଦଯାପିତ ହୋଇ ଯାଇଛି । ଉଦଯାପନୀ କାର୍ଯ୍ୟକ୍ରମ ରେ ପୂର୍ବ ତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀ ସରୋଜ ମେହେର ଯୋଗ ଦେଇ ଟ୍ରଫି ସହ ପୁରସ୍କାର ରାଶି ବିଜେତା ଏବଂ ଉପ ବିଜେତା ଦଳ କୁ ପ୍ରଦାନ କରିଥିଲେ ।