ପାଲଲହଡା: କଣିହାଁ ହାଇସ୍କୁଲରେ ପ୍ଲାଟିନମ ଜୁବୁଲି ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆସନ୍ତା ଡିସେମ୍ବର ମାସରେ ପବିତ୍ର ମୋହନ ହାଇସ୍କୁଲର ପ୍ଲାଣ୍ଟିନମ ଜୁବୁଲି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଶୁକ୍ରବାର ସକାଳ ୧୦ ଘଟିକା ସମୟରେ ବିଧାୟକ ତାଳଚେରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହିତ ବିଧାୟକ ପାଲଲହଡା ଅଶୋକ ମହାନ୍ତିଙ୍କ ସହିତ ପବିତ୍ର ମୋହନ ହାଇସ୍କୁଲ କମିଟିର ସମସ୍ତ ସଦସ୍ୟ ବୃନ୍ଦଙ୍କ ସହିତ ଆଲୋଚନା କରାଯାଇଥିଲା ।