ଚାନ୍ଦବାଲି: ଚାନ୍ଦବାଲି ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ
ମଙ୍ଗଳବାର ବିଜେପି କାର୍ଯ୍ୟାଳୟ ପରିସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ ଅନ୍ୟ ଦଳରୁ ଆସିଥିବା କଇଥଖୋଲା ଓ ମାଧପୁର ପଞ୍ଚାୟତର ୫ ପରିବାରକୁ ବିଜେପିରେ ସାମିଲ କରିଥିଲେ।