ରାୟଗଡା: ଆସନ୍ତା କାଲି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତ ଓ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
Rayagada, Rayagada | Jul 6, 2025
ଆସନ୍ତା କାଲି ଅର୍ଥାତ ସୋମବାର ଦିନ ରାୟଗଡା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତ ଓ ପ୍ରବଳ ବର୍ଷା ନେଇ ରବିବାର ଅପରାହ୍ନରେ ପାଣିପାଗ ବିଭାଗ...