ରାଉରକେଲା ମ୍ୟୁନିସିପାଲଟି: ରାଜଗାଙ୍ଗପୁର ସ୍ଥିତ ରାଣୀବନ୍ଧ ହକି ପଡିଆ
ରୁ ୫ଜଣ ଡକାୟତଙ୍କୁ ରାଜଗାଙ୍ଗପୁର ପୋଲିସ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଯାଇଛି
ନଭେମ୍ବର, ୨୮ ତାରିଖ ପ୍ରାୟ ୪ ଟା ପାଖାପାଖି IIC ବିଜୟ କୁମାର ଦାସଙ୍କ ନିର୍ଦେଶରେ ରାଜଗାଙ୍ଗପୁର ପୋଲିସ ପେଟ୍ରୋଲିଙ୍ଗ ପୋଲିସ ଏକ ବିଶେଷ ସୂତ୍ରରୁP ସୂଚନା ପାଇ ପୋଲିସ ଦଳ ରାଣୀବନ୍ଧ ହକି ପଡିଆରେ ଚଢ଼ାଉ କରି ପେଟ୍ରୋଲ ପମ୍ପ ଡକାୟତି କରିବା ପାଇଁ ବିପଜନକ ଅସ୍ତ୍ରଶସ୍ତ୍ର ସହିତ ଏକଜୁଟ ହୋଇଥିବା ବେଳେ ୫ ଜଣ ଡକାୟତଙ୍କୁ ଗିରଫ କଲା ସମୟରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ପୋଲିସ କର୍ମଚାରୀଙ୍କୁ ଛୁରା ମାଡ଼ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ପେଟ୍ରୋଲିଙ୍ଗ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆକ୍ରମଣku ଏଡାଇ ଦିଆଯାଇ ପାରିଥିଲା, ଡକାୟତଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨