#ଡମଣା_ପୂଜା_ପେଣ୍ଡାଲରେ
#ଏଥର_ଚାରିଧାମ_ଦେଖିପାରିବେ
ପାଞ୍ଚ ହଜାରରୁ ଆରମ୍ଭ ହେଇଥିବା ପୂଜାରେ ଏବେ ସତୁରୀ ଲକ୍ଷ ଖର୍ଚ ହେଇଚି ! ୨୦୨୬ ମସିହା ଶାରଦୀୟ ଦୁର୍ଗାପୂଜା ଅବସରରେ ଡମଣା ଦୁର୍ଗାପୂଜା କମିଟି ପକ୍ଷରୁ ଉତ୍ତରାଖଣ୍ଡର ପ୍ରସିଦ୍ଧ "ଚାରିଧାମ" (କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ) ଶୈଳୀରେ ଏକ ବିଶାଳ ପେଣ୍ଡାଲ ନିର୍ମାଣ କରାଯାଇଛି, ଯାହାର ଉଚ୍ଚତା ପ୍ରାୟ ୮୦ ଫୁଟ୍ ଏବଂ ଓସାର ୧୫୦ ଫୁଟ୍। ଏଠାରେ ଗୋଟିଏ ସ୍ଥାନରେ ଶ୍ରଦ୍ଧାଳୁମାନେ ଚାରିଧାମର ଦର୍ଶନ ଅନୁଭୂତି ପାଇପାରୁଛନ୍ତି
#DamanaPUja #DamanaDurgaPuja #DamanaPujaPendal #CharidhamDamana #DamanaStage #DamanaDecoration
Odisha, India | Oct 20, 2026